ବନ୍ଦ କରନ୍ତୁ

କେମିତି ଅଭିଯୋଗ କରିବା

ଜନସାଧାରଣ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭଦ୍ରକଙ୍କ ନିକଟରେ ଅଭିଯୋଗ (ସମସ୍ତ କାର୍ଯ୍ୟ ଦିବସରେ ସକାଳ ୧୦.୦୦ ଘଟିକା ଠାରୁ ଅପରାହ୍ନ ୦୫.୩୦ ପର୍ଯ୍ୟନ୍ତ) ନିମ୍ନ ମାଧ୍ୟମରେ ଦାଖଲ କରିପାରିବେ

  • ଫୋନ କଲ ଦ୍ଵାରା ୬୩୭୨୭୪୪୪୯୩
  • ଏସଏମଏସ ଦ୍ଵାରା ୬୩୭୨୭୪୪୪୯୩
  • ହ୍ଵାଟସଆପ ଦ୍ଵାରା ୬୩୭୨୭୪୪୪୯୩

ଯାଆନ୍ତୁ: http://cmgcodisha.gov.in

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ , ଭଦ୍ରକ।
ସ୍ଥାନ : ଜିଲ୍ଲାପାଳ କାର୍ଯ୍ୟାଳୟ। | ସହର : ଭଦ୍ରକ | ପିନ କୋଡ୍ : 756100