ବିଜ୍ଞାପନ
ଶୀର୍ଷକ | ବିବରଣୀ | ଆରମ୍ଭ ତାରିଖ | ଶେଷ ତାରିଖ | ଫାଇଲ |
---|---|---|---|---|
CRE-2021 ପାଇଁ ପ୍ରାର୍ଥୀଙ୍କ ଦଲିଲର ଯାଞ୍ଚ: କଲେକ୍ଟର ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ: ଭଦ୍ରକ, ପ୍ରତିଷ୍ଠା ବିଭାଗ | | ଭଦ୍ରକ ଜିଲ୍ଲାରେ ମିଳିତ ନିଯୁକ୍ତି ପରୀକ୍ଷା (CRE-2021) ପାଇଁ 01-06-2022 ରୁ 04-06-2022 ପର୍ଯ୍ୟନ୍ତ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ପ୍ରାର୍ଥୀଙ୍କୁ ନୋଟିସ | |
29/05/2022 | 07/06/2022 | ଦେଖନ୍ତୁ (889 KB) |
ଜାତୀୟ ଭୋଟର ସଚେତନତା ପ୍ରତିଯୋଗିତା: DEO ଏବଂ ଜିଲ୍ଲାପାଳ, ଭଦ୍ରକ | ଦ୍ୱାଦଶ ଜାତୀୟ ଭୋଟର ଦିବସ ଅବସରରେ “ମୋର ଭୋଟ୍ ହେଉଛି ମୋର ଭବିଷ୍ୟତ- ପାୱାର୍ ଅଫ୍ ୱାନ୍” ପ୍ରତିଯୋଗିତା | |
16/02/2022 | 31/05/2022 | ଦେଖନ୍ତୁ (706 KB) NVAC ର ଲୋଗୋ (209 KB) |
ନୂତନ ପଦବୀ ପାଇଁ ବିଜ୍ଞାପନ:ଫେଲ୍ଲୋଶିପ ଭଦ୍ରକ | ଆଗ୍ରହୀ ପ୍ରାର୍ଥୀମାନେ କାଉନସେଲର ପଦ ପାଇଁ 19 ମଇ 2022 ରେ 10.00 ପୂର୍ବାହ୍ନରେ ସାକ୍ଷାତକାରକୁ ଆମନ୍ତ୍ରିତ | |
05/05/2022 | 19/05/2022 | ଦେଖନ୍ତୁ (164 KB) |
DPMU ପାଇଁ ଯାନବାହନ ନିଯୁକ୍ତି ପାଇଁ ଟେଣ୍ଡର କଲ୍ ନୋଟିସ୍: ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ, ଭଦ୍ରକ | ଇଚ୍ଛୁକ ଯୋଗ୍ୟ ବିଡର / ଟୁର୍ ଅପରେଟର୍ସ / ବ୍ୟକ୍ତିବିଶେଷ / ଟ୍ରାଭେଲ ଏଜେନ୍ସି ମାନଙ୍କଠାରୁ DPMU ପାଇଁ ଦୁଇଟି ଯାନବାହନ ନିଯୁକ୍ତି ପାଇଁ ଟେଣ୍ଡରଗୁଡିକ ଆମନ୍ତ୍ରିତ | ହୋଇଥିବା ବିଜ୍ଞାପନ ର ପ୍ରଥମ ଶୁଧିପତ୍ର । |
25/04/2022 | 10/05/2022 | ଦେଖନ୍ତୁ (3 MB) |
ଇ-କ୍ରୟ ମାଧ୍ୟମରେ ଜାତୀୟ ପ୍ରତିଯୋଗୀତା ବିଡିଂ: କାର୍ଯ୍ୟନିର୍ବାହୀ ଯନ୍ତ୍ରୀ R.W.S & S ଡିଭିଜନ୍, ଭଦ୍ରକ | ଓଡ଼ିଶାର ରାଜ୍ୟପାଳଙ୍କ ତରଫରୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ R.W.S & S ବିଭାଗ,ଭଦ୍ରକ ଟେବୁଲ ରେ ଦିଆଯାଇଥିବା କାର୍ଯ୍ୟ ପାଇଁ ଯୋଗ୍ୟ ବିଡରଙ୍କ ଠାରୁ ଠିକ ପ୍ରସ୍ତାବ ନିମନ୍ତ୍ରଣ କରିଛନ୍ତି। |
19/04/2022 | 06/05/2022 | ଦେଖନ୍ତୁ (2 MB) |
MGNREGS ଅଧୀନରେ ଅମ୍ବଡ୍ସମ୍ୟାନ ଯୋଗଦାନ ପାଇଁ ବିଜ୍ଞାପନ: ଜିଲ୍ଲା ଗ୍ରାମୀଣ ବିକାଶ ଏଜେନ୍ସି , ଭଦ୍ରକ | ବ୍ୟକ୍ତିବିଶେଷଙ୍କଠାରୁ ଅଭିଯୋଗର ସମାଧାନ ଏବଂ ସମ୍ୱନ୍ଧିତ ଅଭିଯୋଗର ସମାଧାନ ପାଇଁ MGNREGS ଅଧୀନରେ ଅମ୍ବଡ୍ସମ୍ୟାନ ପଦବୀ ନିମନ୍ତେ ଇଚ୍ଛୁକ ବ୍ୟକ୍ତିଙ୍କଠାରୁ ଦରଖାସ୍ତ ଆହ୍ଵାନ କରାଯାଉଛି | |
21/04/2022 | 06/05/2022 | ଦେଖନ୍ତୁ (695 KB) |
TGT କଳା ଏବଂ ସଂସ୍କୃତ ଶିକ୍ଷକ ପଦ ପାଇଁ ବିଜ୍ଞପ୍ତି ନଂ 1805/SSD ତାରିଖ.29-12-2021 ର ଶୁଧିପତ୍ର : ଜିଲ୍ଲା ମଙ୍ଗଳ ଅଧିକାରୀ, ଭଦ୍ରକ | ST & SC ବିକାଶ ବିଭାଗ ବିଦ୍ୟାଳୟ ଅଧୀନରେ TGT କଳା ଏବଂ ସଂସ୍କୃତ ଶିକ୍ଷକ ପଦ ପାଇଁ ବିଜ୍ଞପ୍ତି ନଂ 1805/SSD ତାରିଖ.29-12-2021 ର ଶୁଧିପତ୍ର | |
05/04/2022 | 25/04/2022 | ଦେଖନ୍ତୁ (5 MB) |
ଯାନ ନିଯୁକ୍ତି ପାଇଁ ଟେଣ୍ଡର କଲ୍ ବିଜ୍ଞପ୍ତି: DRDA, ଭଦ୍ରକ | ଅଫିସିଆଲ୍ ବ୍ୟବହାର ପାଇଁ ଗୋଟିଏ ଯାନ (ଟିଆଗୋ / ବୋଲ୍ଟ / ସେଲେରିଓ କିମ୍ବା ସମାନ) ଯୋଗାଇବା ପାଇଁ ଆଗ୍ରହୀ ପ୍ରତିଷ୍ଠିତ ଟ୍ରାଭେଲ୍ ଏଜେନ୍ସି / ଟୁର୍ ଅପରେଟର୍ସ / ବେସରକାରୀ ବ୍ୟକ୍ତିଙ୍କ ଠାରୁ ସିଲ୍ କୋଟେସନ୍ ଆମନ୍ତ୍ରିତ |
12/04/2022 | 21/04/2022 | ଦେଖନ୍ତୁ (1 MB) |
ପାର୍ଟ ଟାଇମ୍ ସ୍ପେଶାଲିଷ୍ଟ , ଫିଜିଓଥେରାପିଷ୍ଟ ପଦବୀ ର ଚୟନ ଏବଂ ପ୍ରତ୍ୟାଖ୍ୟାନ ତାଲିକା :ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଙ୍କ କାର୍ଯ୍ୟାଳୟ, ଭଦ୍ରକ | ପାର୍ଟ ଟାଇମ୍ ସ୍ପେଶାଲିଷ୍ଟ , ଫିଜିଓଥେରାପିଷ୍ଟ ପଦବୀ ର ଚୟନ ଏବଂ ପ୍ରତ୍ୟାଖ୍ୟାନ ତାଲିକା ପ୍ରକାଶ ଏବଂ ଆପତି ଅଭିଯୋଗ ଗ୍ରହଣ ପାଇଁ ଆବେଦନ । |
13/04/2022 | 20/04/2022 | ଦେଖନ୍ତୁ (2 MB) |
ପାର୍ଟ ଟାଇମ୍ ସ୍ପେଶାଲିଷ୍ଟ ଏବଂ ଫିଜିଓଥେରାପିଷ୍ଟ ପଦବୀ ପାଇଁ ଡକ୍ୟୁମେଣ୍ଟ୍ ଭେରିଫିକେସନ୍ : ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ, ଭଦ୍ରକ | ଯୋଗ୍ୟ ପ୍ରାର୍ଥୀମାନେ ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ, ଭଦ୍ରକ ଠାରେ ମୂଳ ଦଲିଲ ଏବଂ ପରିଚୟ ପତ୍ର ସହିତ ୧୦/୦୧/୨୦୨୨ ପୂବାର୍ହ୍ନ ୯ ଟା ସମୟରେ ଯୋଗଦେବା ନିମନ୍ତେ ଅନୁରୋଧ । |
05/01/2022 | 05/02/2022 | ଦେଖନ୍ତୁ (525 KB) |