ବନ୍ଦ କରନ୍ତୁ

ଘୋଷଣାମାନ

ଘୋଷଣାମାନ
ଶୀର୍ଷକ ବିବରଣୀ ଆରମ୍ଭ ତାରିଖ ଶେଷ ତାରିଖ ଫାଇଲ
କିଶୋର ନ୍ୟାୟ ନିୟମ -୨୦୧୬ ବିଜ୍ଞାପନ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ

ଶିଶୁ ମାନଙ୍କ ପ୍ରତିପାଳନ ନିମନ୍ତେ ଇଛୁକ ପିତାମାତା ମାନେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସହ ସମ୍ପର୍କ କରିବାପାଇଁ ବିଜ୍ଞପ୍ତି ।

କିଶୋର ନ୍ୟାୟ ନିୟମ -୨୦୧୬ ।

17/11/2020 30/04/2021 ଦେଖନ୍ତୁ (144 KB) foster care 2016 (1 MB)
ଲଟେରୀ ମାଧ୍ୟମରେ ଦେଶୀ/ବିଦେଶୀ ମଦ ବିକ୍ରୟ ଅନୁମତି ପାଇଁ ଦରଖାସ୍ତ :-ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ

୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଦେଶୀ/ବିଦେଶୀ ମଦ ବିକ୍ରୟ ଅନୁମତି ଲଟେରୀ ମାଧ୍ୟମରେ ଚୟନ ପାଇଁ ଦରଖାସ୍ତ ଆହ୍ଵାନ ।

ମଦ ଦୋକାନ ତାଲିକା

17/03/2021 08/04/2021 ଦେଖନ୍ତୁ (2 MB) ଦୋକାନ ତାଲିକା (2 MB)
କୋଠାଘର ନିର୍ମାଣ ପାଇଁ ବିଜ୍ଞପ୍ତି : ପଞ୍ଚାୟତ ସମିତି କାର୍ଯ୍ୟ।ଳୟ,ଧାମନଗର

ଧୂସୁରି ଏବଂ ସୋହଡା ଠାରେ କୋଠାଘର ନିର୍ମାଣ ପାଇଁ ଠିକାଦାର ମାନଙ୍କ ଠାରୁ ଠିକା ପ୍ରସ୍ତାବ ଆହ୍ଵାନ କରାଯାଉଅଛି ।

୧- ଧୂସୁରି ଠାରେ କୋଠାଘର ନିର୍ମାଣ ପାଇଁ ବିଜ୍ଞପ୍ତି ।

୨-ସୋହଡା ଠାରେ କୋଠାଘର ନିର୍ମାଣ ପାଇଁ ବିଜ୍ଞପ୍ତି ।

19/03/2021 05/04/2021 ଦେଖନ୍ତୁ (213 KB) Dhusuri BID (3 MB) Sohada BID (3 MB)
ବିଭିନ୍ନ ଷ୍ଟେସନାରୀ ସାମଗ୍ରୀ ଯୋଗାଇବା ପାଇଁ ଠିକା ପ୍ରସ୍ତାବ ଆହ୍ଵାନ :ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟ।ଳୟ,ଭଦ୍ରକ

ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟ।ଳୟରେ ବିଭିନ୍ନ ଷ୍ଟେସନାରୀ ଓ ସୁରକ୍ଷା ସାମଗ୍ରୀ ଯୋଗାଇ ଦେବା ପାଇଁ ଇଛୁକ ଏଜେନ୍ସୀ/ଯୋଗାଣକାରୀ ମାନଙ୍କ ଠାରୁ ଠିକାପ୍ରସ୍ତାବ ଆହ୍ଵାନ କରା ଯାଉଛି ।

18/03/2021 30/03/2021 ଦେଖନ୍ତୁ (2 MB)
ଡ୍ରାଇଭର ଯୋଗାଇବା ପାଇଁ ଠିକା ପ୍ରସ୍ତାବ ଆହ୍ଵାନ : ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ

ଦୈନିକ ପରିଶ୍ରମିକ ଦ୍ଵାରା ଏକ ଡ୍ରାଇଭର ଯୋଗାଇବା ପାଇଁ ସେବା ପ୍ରଦାନକାରୀ ସଂସ୍ଥା ମାନଙ୍କ ଠାରୁ ଠିକା ପ୍ରସ୍ତାବ ଆହ୍ଵାନ କରାଯାଉଅଛି ।

19/03/2021 25/03/2021 ଦେଖନ୍ତୁ (341 KB)
ନୟାକାଣୀଡ଼ିହି ହାଟରେ ନିର୍ମାଣ ହୋଇଥିବା ଦୋକାନ ଘର ଆବଣ୍ଟନ ପାଇଁ ବିଜ୍ଞପ୍ତି :ନିୟନ୍ତ୍ରିତ ବଜାର କମିଟି ,ଭଦ୍ରକ

ନୟାକାଣୀଡ଼ିହି ହାଟରେ ସଂପୂର୍ଣ ନିର୍ମାଣ ହୋଇଥିବା ୨୪ ଗୋଟି ଦୋକାନ ଘର ମାସିକ ଭଡା ସୂତ୍ରରେ ଆବଣ୍ଟନ ପାଇଁ ଇଛୁକ ବ୍ୟବସାୟୀ ମାନଙ୍କଠାରୁ ଦରଖାସ୍ତ ଆହ୍ଵାନ କରାଯାଉଛି ।

04/03/2021 22/03/2021 ଦେଖନ୍ତୁ (4 MB)
ଜଗନ୍ନାଥ ପ୍ରସାଦ ଲଘୁ ଖଣିଜ ଦ୍ରବ୍ୟର ଲିଜ ସକାଶେ ଇସ୍ତହାର : ଭଣ୍ଡାରୀପୋଖରୀ ତହସିଲ କାର୍ଯ୍ୟାଳୟ

ଭଣ୍ଡାରୀପୋଖରୀ ତହସିଲ, ଭଦ୍ରକ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ଲଘୁ ଖଣିଜ ଖାଦାନ ଟିକୁ ପାଞ୍ଚ ବର୍ଷ ନିମନ୍ତେ ଲିଜ ପାଇଁ ଇଛୁକ ବ୍ୟକ୍ତି ମାନଙ୍କଠାରୁ ଠିକା ପ୍ରସ୍ତାବ ଆହ୍ଵାନ କରାଯାଉଅଛି ।

ହୋଇଥିବା ବିଜ୍ଞାପନ ର ଶୁଧିପତ୍ର ।

ସ୍ଥଗିତ ନିର୍ଦ୍ଧେଷ

03/03/2021 21/03/2021 ଦେଖନ୍ତୁ (298 KB) Correigendum (431 KB) ସ୍ଥଗିତ ବିଜ୍ଞାପନ (227 KB)
ଝୁଟଣା ଲଘୁ ଖଣିଜ ଦ୍ରବ୍ୟର ଲିଜ ସକାଶେ ଇସ୍ତହାର, ତହସିଲଦାର ଭଣ୍ଡାରୀପୋଖରୀ କାର୍ଯ୍ୟାଳୟ

ଭଣ୍ଡାରୀପୋଖରୀ ତହସିଲ, ଭଦ୍ରକ ଅନ୍ତର୍ଗତ ଝୁଟଣା ଲଘୁ ଖଣିଜ ଖାଦାନ ଟିକୁ ପାଞ୍ଚ ବର୍ଷ ନିମନ୍ତେ ଲିଜ ପାଇଁ ଇଛୁକ ବ୍ୟକ୍ତି ମାନଙ୍କଠାରୁ ଠିକା ପ୍ରସ୍ତାବ ଆହ୍ଵାନ କରାଯାଉଅଛି ।

ଝୁଟଣା ଲଘୁ ଖଣିଜ ଖାଦାନ ପାଇଁ ହୋଇଥିବା ବିଜ୍ଞାପନ ର ଶୁଧିପତ୍ର ।

23/02/2021 09/03/2021 ଦେଖନ୍ତୁ (863 KB) ଝୁଟଣା ଲଘୁ ଖଣିଜ ଖାଦାନ ବିଜ୍ଞାପନ ର ଶୁଧିପତ୍ର (183 KB)
ବିଭିନ୍ନ ବଜାରରେ ଦୋକାନ ଘର ଆବଣ୍ଟନ ପାଇଁ ବିଜ୍ଞାପନ :ନିୟନ୍ତ୍ରିତ ବଜାର କମିଟି ,ଭଦ୍ରକ

ବିଭିନ୍ନ ବଜାରରେ ନିର୍ମାଣ ହୋଇଥିବା ଦୋକାନ ଘର ଇଚ୍ଛୁକ ବ୍ୟବସାୟୀ ମାନଙ୍କୁ ଆବଣ୍ଟନ ପାଇଁ ବିଜ୍ଞାପନ ।

27/11/2020 15/12/2020 ଦେଖନ୍ତୁ (535 KB) Main market-Shop room (4 MB) Main market-Vegitable room (4 MB) main market-Fish room (4 MB) Naikandihi-Market (4 MB) Paliabindha-bazar (4 MB)
ଠିକା ପ୍ରସ୍ତାବ ଖୋଲାଯିବା ସମ୍ବନ୍ଧରେ ବିଜ୍ଞାପନ :ନିୟନ୍ତ୍ରିତ ବଜାର କମିଟି ,ଭଦ୍ରକ

ବିଭିନ୍ନ ଜାଗାରେ ଟେଣ୍ଟ ଘର ନିର୍ମାଣ ପାଇଁ ଠିକା ପ୍ରସ୍ତାବ ଖୋଲାଯିବା ତାରିଖ ବୃଦ୍ଧି ସମ୍ବନ୍ଧରେ ବିଜ୍ଞାପନ।

08/12/2020 09/12/2020 ଦେଖନ୍ତୁ (258 KB)