ନିଯୁକ୍ତି
ଶୀର୍ଷକ | ବିବରଣୀ | ଆରମ୍ଭ ତାରିଖ | ଶେଷ ତାରିଖ | ଫାଇଲ |
---|---|---|---|---|
ଓଡିଶା ଆଦର୍ଶ ବିଦ୍ୟାଳୟ ରେ ନିଯୁକ୍ତି ନିମନ୍ତେ ବିଜ୍ଞାପନ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ଭଦ୍ରକ | ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଭଦ୍ରକ ବ୍ଲକ ଏବଂ ଧାମନଗର ବ୍ଲକ ରେ ଖୋଲିଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ରେ ଗୋଟିଏ ଲେଖାଏଁ ଚୁକ୍ତିଭିତିକ ପଦବୀ ନିଯୁକ୍ତି ନିମନ୍ତେ ଇଚ୍ଛୁକ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ ଆହ୍ଵାନ କରାଯାଉଅଛି। |
23/02/2021 | 06/03/2021 | ଦେଖନ୍ତୁ (885 KB) |
ଏଫ ସି ସି ରେ ଖାଲି ପଦବୀ ପୂରଣ ,ଫେଲୋସିପ, ଭଦ୍ରକ | ଇଚ୍ଛୁକ ଯୋଗ୍ୟ ପ୍ରାର୍ଥୀ/ପ୍ରାର୍ଥିନୀ ମାନେ ୨୭ ତାରିଖ ଫେବୃଆରୀ୨୦୨୧ ଦିବା ୧୦.୩୦ ସମୟରେ ମୌଖିକ ଓ ଲିଖିତ ପରୀକ୍ଷା ନିମନ୍ତେ ଆସିବା ପାଇଁ ଅନୁରୋଧ। |
22/02/2021 | 27/02/2021 | ଦେଖନ୍ତୁ (202 KB) |
ସୈନ୍ୟ ବାହିନୀ ନିଯୁକ୍ତି ପ୍ରକ୍ରିୟା :ଡିଇଓ | ଗୋପାଳପୁର (ଓଡିଶା) ଠାରେ ସୈନ୍ୟ ବାହିନୀ ନିଯୁକ୍ତି ପ୍ରକ୍ରିୟା ୧୨ ମାର୍ଚ ଠାରୁ ୨୪ ମାର୍ଚ ପର୍ଯ୍ୟନ୍ତ |
19/01/2021 | 31/03/2021 | ଦେଖନ୍ତୁ (5 MB) |