ଠିକା ପ୍ରସ୍ତାବ

ଠିକା ପ୍ରସ୍ତାବ
ଶୀର୍ଷକ ବିବରଣୀ ଆରମ୍ଭ ତାରିଖ ଶେଷ ତାରିଖ ଫାଇଲ
ଠିକାପ୍ରସ୍ତାବ ବିଜ୍ଞାପନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ଭଦ୍ରକ

୧୯।୧୨।୨୦୧୯ ଠାରୁ ୨୫।୧୨।୨୦୧୯ ପର୍ଯ୍ୟନ୍ତ ଭଦ୍ରାୟଣୀ ଏବଂ ପଲ୍ଲୀଶ୍ରୀ ମେଳା ନିମନ୍ତେ, ଟେଣ୍ଟ ଲାଇଟ ସାଉଣ୍ଡ,ସୁରକ୍ଷା ସେବା ,ମୁଦ୍ରଣ ଦ୍ରବ୍ୟ ଏବଂ ଡକୁମେଣ୍ଟସନ ଯୋଗାଣ ପାଇଁ ଇଚ୍ଛୁକ ଯୋଗାଣକାରୀ ମାନଙ୍କଠାରୁ ମୁଦ୍ରିତ ଠିକାପ୍ରସ୍ତାବ ଆହ୍ଵାନ କରାଯାଉଅଛି।

13/11/2019 30/11/2019 ଦେଖନ୍ତୁ (2 MB)
ଠିକାପ୍ରସ୍ତାବ ବିଜ୍ଞାପନ, ଭଦ୍ରକ ପୌରପାଳିକା, ଭଦ୍ରକ

ଭଦ୍ରକ ପୌରପାଳିକା, ଭଦ୍ରକ କୁ ଚକଲଗା ଠେଲାଗାଡି ଏବଂ ତିନିଚକିଆ ଟଣାଗାଡି ଯୋଗାଣ ନିମନ୍ତେ ଇଛୁକ ଉତ୍ପାଦନକାରୀ କିମ୍ବା ପଞ୍ଜୀକୃତ ଯୋଗାଣକାରୀ ମାନଙ୍କଠାରୁ ମୁଦ୍ରିତ ଠିକାପ୍ରସ୍ତାବ ଆହ୍ଵାନ କରାଯାଉଅଛି।

11/11/2019 26/11/2019 ଦେଖନ୍ତୁ (1 MB)
ଚାନ୍ଦବାଲି ନିୟନ୍ତ୍ରିତ ବଜାର କମିଟି, ରେ ଠିକା ପ୍ରସ୍ତାବ ଆହ୍ଵାନ ।

ଚାନ୍ଦବାଲି ନିୟନ୍ତ୍ରିତ ବଜାର କମିଟି, ରେ ଓଜନ କଣ୍ଟା ଓ ଧାନ ର ଗୁଣମାନ ପରୀକ୍ଷଣ ଯନ୍ତ୍ର ଯୋଗାଇବା ପାଇଁ ଇଛୁକ ଯୋଗାଣ ସଂସ୍ଥା /ଠିକାଦାର ମାନଙ୍କ ଠାରୁ ଠିକା ପ୍ରସ୍ତାବ ଆହ୍ଵାନ ।

08/11/2019 15/11/2019 ଦେଖନ୍ତୁ (636 KB)
ସାଂସ୍କୃତିକ କାର୍ଯ୍ୟକ୍ରମ ଭଦ୍ରାୟଣୀ-୨୦୧୯ ପାଇଁ ବିଭିନ୍ନ ସରଞ୍ଜାମ ଯୋଗାଇବା ପାଇଁ ଠିକା ପ୍ରସ୍ତାବ ଆହ୍ଵାନ :-ଜିଲ୍ଲା ସଂସ୍କୃତି ବିଭାଗ ,ଭଦ୍ରକ

୭ ଦିନ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଭଦ୍ରାୟଣୀ-୨୦୧୯ ପାଇଁ ବିଭିନ୍ନ ସରଞ୍ଜାମ ଯଥା-ଷ୍ଟେଜ ସଜା,ଲାଇଟ ଏବଂ ବାଦ୍ୟ,ଡିଜି ଦ୍ଵାରା ଲାଇନ ,ଯୋଗାଇବା ପାଇଁ ଇଛୁକ ସଂସ୍ଥା/ଫାର୍ମ ମାନଙ୍କ ଠାରୁ ଠିକା ପ୍ରସ୍ତାବ ଆହ୍ଵାନ କରାଯାଉଛି ।

02/11/2019 18/11/2019 ଦେଖନ୍ତୁ (2 MB)
ତିହିଡି ପଞ୍ଚାଯତ ସମିତି କାର୍ଯ୍ୟ।ଳୟ ନିକଟରେ ପଞ୍ଚାୟତ ମିଟିଂ ହଲ ନିର୍ମାଣ ପାଇଁ ଠିକାପ୍ରସ୍ତାବ ।

ତିହିଡି ପଞ୍ଚାଯତ ସମିତି କାର୍ଯ୍ୟ।ଳୟ ନିକଟରେ ପଞ୍ଚାୟତ ମିଟିଂ ହଲ ନିର୍ମାଣ ପାଇଁ ଇଛୁକ ଠିକାଦାର/ଫାର୍ମ ମାନଙ୍କ ଠାରୁ ଠିକାପ୍ରସ୍ତାବ ଆହ୍ଵାନ କରାଯାଉଛି ।

31/10/2019 21/11/2019 ଦେଖନ୍ତୁ (128 KB)
ସଂରକ୍ଷଣ କର