ଘୋଷଣାମାନ

ଘୋଷଣାମାନ
ଶୀର୍ଷକ ବିବରଣୀ ଆରମ୍ଭ ତାରିଖ ଶେଷ ତାରିଖ ଫାଇଲ
୨୦୧୯-୨୦୨୦ ବର୍ଷ ପାଇଁ ସଂଖ୍ୟା ଲଘୁ ସମ୍ପ୍ରଦାୟ ର ଛାତ୍ର ମାନଙ୍କ ପାଇଁ ଛାତ୍ରବୃତି ଯୋଜନା :ଜିଲ୍ଲା ମଙ୍ଗଳ ଅଧିକାରୀ

୨୦୧୯-୨୦୨୦ ବର୍ଷ ପାଇଁ ସଂଖ୍ୟା ଲଘୁ ସମ୍ପ୍ରଦାୟ ର ମେଟ୍ରିକ ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଛାତ୍ର ମାନଙ୍କ ପାଇଁ ଛାତ୍ରବୃତି ଯୋଜନା ଆବେଦନ ପାଇଁ ଦରଖାସ୍ତ ଆହ୍ଵାନ କରାଯାଉଛି ।

28/08/2019 31/10/2019 ଦେଖନ୍ତୁ (2 MB)
କେମିତି ଅଭିଯୋଗ କରିବା

ଜନସାଧାରଣ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭଦ୍ରକଙ୍କ ନିକଟରେ ଅଭିଯୋଗ (ସମସ୍ତ କାର୍ଯ୍ୟ ଦିବସରେ ସକାଳ ୧୦.୦୦ ଘଟିକା ଠାରୁ ଅପରାହ୍ନ ୦୫.୩୦ ପର୍ଯ୍ୟନ୍ତ) ନିମ୍ନ ମାଧ୍ୟମରେ ଦାଖଲ କରିପାରିବେ

  • ଫୋନ କଲ ଦ୍ଵାରା ୬୩୭୨୭୪୪୪୯୩
  • ଏସଏମଏସ ଦ୍ଵାରା ୬୩୭୨୭୪୪୪୯୩
  • ହ୍ଵାଟସଆପ ଦ୍ଵାରା ୬୩୭୨୭୪୪୪୯୩
27/08/2019 31/08/2020 ଦେଖନ୍ତୁ (95 KB)
ବିଜ୍ଞାପନ, ଜିଲ୍ଲା ଭୂ-ଅର୍ଜନ କାର୍ଯ୍ୟାଳୟ, ଭଦ୍ରକ

ଭଦ୍ରକ ଜିଲ୍ଲାରେ ଗମେଈ ନଦୀର ପୁନୋରୂଦ୍ଧାର ନିମନ୍ତେ ବିଜ୍ଞାପନ।

27/08/2019 26/08/2020 ଦେଖନ୍ତୁ (940 KB)
ସୁନିଶ୍ଚିତ ଗମନାଗମନ ସେବା : ସି.ଡି.ଏମ.ଓ.

ସୁନିଶ୍ଚିତ ଗମନାଗମନ ସେବା ପ୍ରସୂତୀ ମହିଳା ଓ ନବଜାତ ଅସୁସ୍ଥ ଶିଶୁ ମାନଙ୍କ ପାଇଁ ।

29/08/2018 31/01/2020 ଦେଖନ୍ତୁ (76 KB)
ସଂରକ୍ଷଣ କର