ଲୋଗୋ ସହିତ ଧଳା ଟି-ସାର୍ଟ ଯୋଗାଇବା ପାଇଁ ଠିକା ପ୍ରସ୍ତାବ :-:-ଜିଲ୍ଲା ନିର୍ବାଚନ ଅଧିକାରୀ
ଶୀର୍ଷକ | ବିବରଣୀ | ଆରମ୍ଭ ତାରିଖ | ଶେଷ ତାରିଖ | ଫାଇଲ |
---|---|---|---|---|
ଲୋଗୋ ସହିତ ଧଳା ଟି-ସାର୍ଟ ଯୋଗାଇବା ପାଇଁ ଠିକା ପ୍ରସ୍ତାବ :-:-ଜିଲ୍ଲା ନିର୍ବାଚନ ଅଧିକାରୀ | ଆସନ୍ତା ସାଧାରଣ ନିର୍ବାଚନ ରେ ବ୍ୟବହୃତ ହେବାପାଇଁ ୨୬୦୦ ଗୋଟି ଲୋଗୋ ସହିତ ଧଳା ଟି-ସାର୍ଟ ଯୋଗାଇବା ପାଇଁ ଯୋଗ୍ୟ ବିତରକ ସଂଗଠନ/ବେସରକାରୀ ସଂସ୍ଥା ମାନଙ୍କ ଠାରୁ ଠିକା ପ୍ରସ୍ତାବ ଆହ୍ଵାନ କରାଯାଉଛି । |
05/04/2019 | 07/04/2019 | ଦେଖନ୍ତୁ (98 KB) |