ଲଘୁ ଖଣିଜ ଦ୍ରବ୍ୟ ର ଲିଜ ସକାଶେ ଇସ୍ତାହାର, ଭଣ୍ଡାରିପୋଖରୀ, ତହସିଲ
ଶୀର୍ଷକ | ବିବରଣୀ | ଆରମ୍ଭ ତାରିଖ | ଶେଷ ତାରିଖ | ଫାଇଲ |
---|---|---|---|---|
ଲଘୁ ଖଣିଜ ଦ୍ରବ୍ୟ ର ଲିଜ ସକାଶେ ଇସ୍ତାହାର, ଭଣ୍ଡାରିପୋଖରୀ, ତହସିଲ | ଓଡିଶା ସରକାରଙ୍କ ରାଜସ୍ୱ ବିଭାଗ ଅଧିନସ୍ଥ ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ନେରଡା ଲଘୁ ଖଣିଜ (ବାଲି) ଖାଦାନ ଟିକୁ ୫(ପାଞ୍ଚ) ବର୍ଷ ନିମନ୍ତେ ୨୦୧୯-୨୦୨୦ ଆର୍ଥିକ ବର୍ଷଠାରୁ ଲିଜ ପାଇଁ ଇସ୍ତାହାର । |
15/01/2019 | 16/02/2019 | ଦେଖନ୍ତୁ (168 KB) |