ରକ୍ତ ଭଣ୍ଡାର ଠିକା ପ୍ରସ୍ତାବ : ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ , ଭଦ୍ରକ ।

ଶୀର୍ଷକ ବିବରଣୀ ଆରମ୍ଭ ତାରିଖ ଶେଷ ତାରିଖ ଫାଇଲ
ରକ୍ତ ଭଣ୍ଡାର ଠିକା ପ୍ରସ୍ତାବ : ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ , ଭଦ୍ରକ ।

ରକ୍ତ ଭଣ୍ଡାର ଭଦ୍ରକ ପାଇଁ ଦରକାରୀ ଉପକରଣ ଯୋଗାଇବା ପାଇଁ ଇଚ୍ଛୁକ ଠିକାଦାର / ଯୋଗାଣକାରୀ ମାନଙ୍କ ଠାରୁ ମୁଦ୍ରିତ ଠିକା ପ୍ରସ୍ତାବ ଆହ୍ଵାନ କରାଯାଉଛି
ରକ୍ତ ଭଣ୍ଡାର ଭଦ୍ରକ ପାଇଁ ପ୍ରତ୍ୟକ ଦିନ ଗାଡି ଯୋଗାଇବା ପାଇଁ ଟ୍ରାଭେଲସ ଏଜେନ୍କୀ / ଟୁରୁ ଅପରେଟର / ବ୍ୟକ୍ତିଗତ ମାନଙ୍କଠାରୁ ମୁଦ୍ରିତ ଠିକାପ୍ରସ୍ତାବ ଆହ୍ଵାନ କରାଯାଉଅଛି।
ରକ୍ତ ଭଣ୍ଡାର ଭଦ୍ରକ ପାଇଁ ଛପା ଉପକରଣ ଯୋଗାଇବା ପାଇଁ ଇଚ୍ଛୁକ ଠିକାଦାର / ଯୋଗାଣକାରୀ ମାନଙ୍କ ଠାରୁ ମୁଦ୍ରିତ ଠିକା ପ୍ରସ୍ତାବ ଆହ୍ଵାନ କରାଯାଉଛି , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ , ଭଦ୍ରକ।

01/03/2019 25/03/2019 ଡାଉନଲୋଡ୍ (1 MB) ଗାଡି ଭଡା ପାଇଁ (265 KB) ଛପା ଉପକରଣ (264 KB)