ବୋଝେଇ ଏବଂ ଖାଲି ପାଇଁ ଠିକାପ୍ରସ୍ତାବ ବିଜ୍ଞପ୍ତି: ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ, ଭଦ୍ରକ

ଶୀର୍ଷକ ବିବରଣୀ ଆରମ୍ଭ ତାରିଖ ଶେଷ ତାରିଖ ଫାଇଲ
ବୋଝେଇ ଏବଂ ଖାଲି ପାଇଁ ଠିକାପ୍ରସ୍ତାବ ବିଜ୍ଞପ୍ତି: ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ, ଭଦ୍ରକ

ଭଦ୍ରକ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଅଧୀନରେ ଥିବା ଚାଉଳ ଗୋଦାମ ରେ ବୋଝେଇ ଏବଂ ଖାଲି କରିବା ପାଇଁ ଠିକାଦାର ମାନଙ୍କଠାରୁ ଠିକାପ୍ରସ୍ତାବ ଆହ୍ଵାନ କରାଯାଉଅଛି।

26/02/2019 15/03/2019 ଡାଉନଲୋଡ୍ (2 MB)