ବିଭିନ୍ନ ପ୍ରକାର ସାମଗ୍ରୀ ଯୋଗାଣ ପାଇଁ ଠିକା ପ୍ରସ୍ତାବ : ସିଡ଼ିଏମଓ
ଶୀର୍ଷକ | ବିବରଣୀ | ଆରମ୍ଭ ତାରିଖ | ଶେଷ ତାରିଖ | ଫାଇଲ |
---|---|---|---|---|
ବିଭିନ୍ନ ପ୍ରକାର ସାମଗ୍ରୀ ଯୋଗାଣ ପାଇଁ ଠିକା ପ୍ରସ୍ତାବ : ସିଡ଼ିଏମଓ | ନିର୍ମାଣ କାରି ସଂସ୍ଥା ଠାରୁ ଠିକା ପ୍ରସ୍ତାବ ଆହ୍ଵାନ କରାଯାଉଛି , ଯଦି କୌଣସି ନିର୍ମାଣ କାରି ସଂସ୍ଥା ଠିକା ପ୍ରକ୍ରିୟା ରେ ଭାଗ ନ ନିଅନ୍ତି , ତାହାହେଲେ ସେମାନଙ୍କର ସିକୃତି ପ୍ରାପ୍ତ ବିତରକ / ଯୋଗାଣକାରି / ଏଜେନସି ମାନଙ୍କଠାରୁ ଫିଜିଓଥେରପି / ଜେରିଆଟ୍ରିକ / ସାଧାରଣ ଉପକରଣ ଏବଂ ଉପକରଣ ଓ ଆସବାବପତ୍ର ସାମଗ୍ରୀ ଯୋଗାଣପାଇଁ ବିଚାରକୁ ନିଆଯାଇ ପାରିବ। |
15/05/2018 | 25/05/2018 | ଦେଖନ୍ତୁ (2 MB) |