ପ୍ରତୀକ ର ଠିକାପ୍ରସ୍ତାବ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଭଦ୍ରକ

ଶୀର୍ଷକ ବିବରଣୀ ଆରମ୍ଭ ତାରିଖ ଶେଷ ତାରିଖ ଫାଇଲ
ପ୍ରତୀକ ର ଠିକାପ୍ରସ୍ତାବ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଭଦ୍ରକ

ଭଦ୍ରକ ଜିଲ୍ଲାର ସମସ୍ତ ପଞ୍ଚାୟତସମିତି ପାଇଁ କାର୍ଯ୍ୟକାରୀ ହେଉଥିବା ଆମ ଗାଁ ଆମ ବିକାଶ ଯୋଜନାର ପ୍ରତୀକ ପାଇଁ ଆଗ୍ରହୀ ଯୋଗାଣକାରୀ ମାନଙ୍କଠାରୁ ଠିକାପ୍ରସ୍ତାବ ଆହ୍ଵାନ କରାଯାଉଅଛି।

08/02/2019 15/02/2019 ଡାଉନଲୋଡ୍ (1 MB)