ନିୟନ୍ତ୍ରିତ ବଜାର କମିଟି, ଭଦ୍ରକ (ଖାଙ୍କିହାଟ, ତିହିଡି ପଞ୍ଚାୟତ ସମିତି)
ଶୀର୍ଷକ | ବିବରଣୀ | ଆରମ୍ଭ ତାରିଖ | ଶେଷ ତାରିଖ | ଫାଇଲ |
---|---|---|---|---|
ନିୟନ୍ତ୍ରିତ ବଜାର କମିଟି, ଭଦ୍ରକ (ଖାଙ୍କିହାଟ, ତିହିଡି ପଞ୍ଚାୟତ ସମିତି) | ଏତଦ୍ଵାରା ସର୍ବସାଧାରଣ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି ଯେ, ଭଦ୍ରକ ନିୟନ୍ତ୍ରିତ ବଜାର କମିଟିର ତିହିଡି ବ୍ଲକ ଅନ୍ତର୍ଗତ ଖାଙ୍କିହାଟ ବଜାର ପରିସରରେ ନିର୍ମିତ ହୋଇଥିବା ମାର୍କେଟ ର ୨୪ ଗୋଟି ଦୋକାନ ଘର ଗୁଡିକୁ ଭଡା ସୂତ୍ର ରେ ଆବଣ୍ଟନ ପାଇଁ ନିଷ୍ପତି ଗ୍ରହଣ କରାଯାଇଅଛି। |
04/11/2019 | 23/11/2019 | ଦେଖନ୍ତୁ (3 MB) |