ବନ୍ଦ କରନ୍ତୁ

ନିୟନ୍ତ୍ରିତ ବଜାର କମିଟି, ଭଦ୍ରକ (ପାଳସାହି,ଧାମନଗର ପଞ୍ଚାୟତ ସମିତି)

ନିୟନ୍ତ୍ରିତ ବଜାର କମିଟି, ଭଦ୍ରକ (ପାଳସାହି,ଧାମନଗର ପଞ୍ଚାୟତ ସମିତି)
ଶୀର୍ଷକ ବିବରଣୀ ଆରମ୍ଭ ତାରିଖ ଶେଷ ତାରିଖ ଫାଇଲ
ନିୟନ୍ତ୍ରିତ ବଜାର କମିଟି, ଭଦ୍ରକ (ପାଳସାହି,ଧାମନଗର ପଞ୍ଚାୟତ ସମିତି)

ଏତଦ୍ଵାରା ସର୍ବସାଧାରଣ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି ଯେ, ନିୟନ୍ତ୍ରିତ ବଜାର କମିଟିର ଧାମନଗର ବ୍ଲକ ଅନ୍ତର୍ଗତ ବେତଳିଗାଁ ବଜାର ପରିସରରେ ନିର୍ମିତ ହୋଇଥିବା ପାଳସାହି ମାର୍କେଟ କମ୍ପ୍ଲେକ୍ସର ୧୬ ଗୋଟି ଦୋକାନ ଘର ଗୁଡିକୁ ଭଡା ସୂତ୍ର ରେ ଆବଣ୍ଟନ ପାଇଁ ନିଷ୍ପତି ଗ୍ରହଣ କରାଯାଇଅଛି।

30/10/2019 20/11/2019 ଦେଖନ୍ତୁ (3 MB)