ବନ୍ଦ କରନ୍ତୁ

ଭଦ୍ରକ ନିୟନ୍ତ୍ରିତ ବଜାର କମିଟି,(ଶହୀଦ ନଗର, ଧାମନଗର ପଞ୍ଚାୟତ ସମିତି)

ଭଦ୍ରକ ନିୟନ୍ତ୍ରିତ ବଜାର କମିଟି,(ଶହୀଦ ନଗର, ଧାମନଗର ପଞ୍ଚାୟତ ସମିତି)
ଶୀର୍ଷକ ବିବରଣୀ ଆରମ୍ଭ ତାରିଖ ଶେଷ ତାରିଖ ଫାଇଲ
ଭଦ୍ରକ ନିୟନ୍ତ୍ରିତ ବଜାର କମିଟି,(ଶହୀଦ ନଗର, ଧାମନଗର ପଞ୍ଚାୟତ ସମିତି)

ଏତଦ୍ଵାରା ସର୍ବସାଧାରଣ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି ଯେ, ନିୟନ୍ତ୍ରିତ ବଜାର କମିଟିର ଧାମନଗର ବ୍ଲକ ଅନ୍ତର୍ଗତ ଶହୀଦ ନଗର ବଜାର ପରିସରରେ ନିର୍ମିତ ହୋଇଥିବା ମାର୍କେଟ କମ୍ପ୍ଲେକ୍ସର ୧୬ ଗୋଟି ଦୋକାନ ଘର ଗୁଡିକୁ ଭଡା ସୂତ୍ର ରେ ଆବଣ୍ଟନ ପାଇଁ ନିଷ୍ପତି ଗ୍ରହଣ କରାଯାଇଅଛି।

30/10/2019 20/11/2019 ଦେଖନ୍ତୁ (3 MB)