ନିୟନ୍ତ୍ରିତ ବଜାର କମିଟି, ଭଦ୍ରକ (ଭଦ୍ରକ ମୁଖ୍ୟ ବଜାର )
ଶୀର୍ଷକ | ବିବରଣୀ | ଆରମ୍ଭ ତାରିଖ | ଶେଷ ତାରିଖ | ଫାଇଲ |
---|---|---|---|---|
ନିୟନ୍ତ୍ରିତ ବଜାର କମିଟି, ଭଦ୍ରକ (ଭଦ୍ରକ ମୁଖ୍ୟ ବଜାର ) | ଏତଦ୍ଵାରା ସର୍ବସାଧାରଣ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି ଯେ, ଭଦ୍ରକ ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ ଭଦ୍ରକ ମୁଖ୍ୟ ବଜାର ପରିସରରେ ନିର୍ମିତ ହୋଇଥିବା ୨୪ ଗୋଟି ଦୋକାନ ଘର ଗୁଡିକୁ ଭଡା ସୂତ୍ର ରେ ଆବଣ୍ଟନ ପାଇଁ ନିଷ୍ପତି ଗ୍ରହଣ କରାଯାଇଅଛି। |
04/11/2019 | 23/11/2019 | ଦେଖନ୍ତୁ (3 MB) |