ଠିକା ପ୍ରସ୍ତାବ ବିଜ୍ଞାପନ ,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର , ଭଣ୍ଡାରୀପୋଖରୀ , ଭଦ୍ରକ
ଶୀର୍ଷକ | ବିବରଣୀ | ଆରମ୍ଭ ତାରିଖ | ଶେଷ ତାରିଖ | ଫାଇଲ |
---|---|---|---|---|
ଠିକା ପ୍ରସ୍ତାବ ବିଜ୍ଞାପନ ,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର , ଭଣ୍ଡାରୀପୋଖରୀ , ଭଦ୍ରକ | ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ଭଣ୍ଡାରୀପୋଖରୀ, ଭଦ୍ରକ ଅନ୍ତର୍ଗତ ଗୋଷ୍ଠୀ ସ୍ୱାସ୍ଥ୍ୟ ପରିଚାଳନା ବିଭାଗ ଏବଂ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନିମନ୍ତେ ୦୩ ଗୋଟି ଗାଡି ଯୋଗାଣ ପାଇଁ ଆଗ୍ରହୀ ଯୋଗ୍ୟ ବ୍ୟକ୍ତି/ସଂସ୍ଥା/ଟ୍ରାଭେଲ ଏଜେନ୍ସି ମାନଙ୍କଠାରୁ ଠିକା ପ୍ରସ୍ତାବ ଆହ୍ଵାନ କରାଯାଉଅଛି |
12/02/2020 | 22/02/2020 | ଦେଖନ୍ତୁ (2 MB) |