ଠିକା ପ୍ରସ୍ତାବ ବିଜ୍ଞାପନ, ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ, ଭଦ୍ରକ
ଶୀର୍ଷକ | ବିବରଣୀ | ଆରମ୍ଭ ତାରିଖ | ଶେଷ ତାରିଖ | ଫାଇଲ |
---|---|---|---|---|
ଠିକା ପ୍ରସ୍ତାବ ବିଜ୍ଞାପନ, ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ, ଭଦ୍ରକ | ଭଦ୍ରକ ସମନ୍ଵିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅନ୍ତର୍ଗତ ଅଙ୍ଗନବାଡି କେନ୍ଦ୍ର ମାନଙ୍କୁ ଷ୍ଟେସନାରୀ ଜିନିଷ ଯୋଗାଣ ନିମନ୍ତେ ଇଚ୍ଛୁକ ପଞ୍ଜୀକୃତ ଯୋଗାଣକାରୀ ମାନଙ୍କଠାରୁ ଠିକା ପ୍ରସ୍ତାବ ଆହ୍ଵାନ କରାଯାଉଅଛି। |
08/03/2021 | 22/03/2021 | ଦେଖନ୍ତୁ (2 MB) |