ଠିକାପ୍ରସ୍ତାବ ବିଜ୍ଞାପନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ଭଦ୍ରକ
ଶୀର୍ଷକ | ବିବରଣୀ | ଆରମ୍ଭ ତାରିଖ | ଶେଷ ତାରିଖ | ଫାଇଲ |
---|---|---|---|---|
ଠିକାପ୍ରସ୍ତାବ ବିଜ୍ଞାପନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ଭଦ୍ରକ | ୧୯।୧୨।୨୦୧୯ ଠାରୁ ୨୫।୧୨।୨୦୧୯ ପର୍ଯ୍ୟନ୍ତ ଭଦ୍ରାୟଣୀ ଏବଂ ପଲ୍ଲୀଶ୍ରୀ ମେଳା ନିମନ୍ତେ, ଟେଣ୍ଟ ଲାଇଟ ସାଉଣ୍ଡ,ସୁରକ୍ଷା ସେବା ,ମୁଦ୍ରଣ ଦ୍ରବ୍ୟ ଏବଂ ଡକୁମେଣ୍ଟସନ ଯୋଗାଣ ପାଇଁ ଇଚ୍ଛୁକ ଯୋଗାଣକାରୀ ମାନଙ୍କଠାରୁ ମୁଦ୍ରିତ ଠିକାପ୍ରସ୍ତାବ ଆହ୍ଵାନ କରାଯାଉଅଛି। |
13/11/2019 | 30/11/2019 | ଦେଖନ୍ତୁ (2 MB) |