କନିଷ୍ଠ ଶିକ୍ଷକ ନିଯୁକ୍ତି ,ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ
ଶୀର୍ଷକ | ବିବରଣୀ | ଆରମ୍ଭ ତାରିଖ | ଶେଷ ତାରିଖ | ଫାଇଲ |
---|---|---|---|---|
କନିଷ୍ଠ ଶିକ୍ଷକ ନିଯୁକ୍ତି ,ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ | ଭଦ୍ରକ ରାଜସ୍ୱ ଜିଲ୍ଲାର ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନରେ ପରିଚାଳିତ ବିଭିନ୍ନ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀ / ପ୍ରାର୍ଥିନୀ ଠାରୁ ଦରଖାସ୍ତ ଆହ୍ଵାନ କରାଯାଉଛି । |
27/08/2018 | 17/09/2018 | ଦେଖନ୍ତୁ (201 KB) |