ବନ୍ଦ କରନ୍ତୁ

କନିଷ୍ଠ କିରାଣି ପାଇଁ ଦସ୍ତାବିଜ ଯାଞ୍ଚ, ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ, ଭଦ୍ରକ

କନିଷ୍ଠ କିରାଣି ପାଇଁ ଦସ୍ତାବିଜ ଯାଞ୍ଚ, ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ, ଭଦ୍ରକ
ଶୀର୍ଷକ ବିବରଣୀ ଆରମ୍ଭ ତାରିଖ ଶେଷ ତାରିଖ ଫାଇଲ
କନିଷ୍ଠ କିରାଣି ପାଇଁ ଦସ୍ତାବିଜ ଯାଞ୍ଚ, ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ, ଭଦ୍ରକ

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଓଡିଶା କର୍ମଚାରି ଚୟନ ଆୟୋଗ ଦ୍ଵାରା କନିଷ୍ଠ କିରାଣି ପଦବୀ ପାଇଁ ହୋଇଥିବା ଲିଖିତ ପରୀକ୍ଷା ରେ ଉତ୍ତୀର୍ଣ୍ଣ ପ୍ରାର୍ଥୀ ମାନଙ୍କୁ ଜଣାଇ ଦିଆଯାଉଅଛି କି ଆସନ୍ତା ଜୁଲାଇ ୨ ତାରିଖ ୨୦୧୮ ପୂର୍ବାହ୍ନ ୧୦ ଘଟିକା ରେ ସମସ୍ତ ଦସ୍ତାବିଜ ର ମୂଳ ପ୍ରମାଣପତ୍ର ଜିଲ୍ଲାପାଳ ଭଦ୍ରକ ଙ୍କ କାର୍ଯ୍ୟ।ଳୟ ରେ ଯାଞ୍ଚ କରାଇନେବେ।

27/06/2018 02/07/2018 ଦେଖନ୍ତୁ (44 KB)