କନିଷ୍ଠ କିରାଣି ପାଇଁ ଦସ୍ତାବିଜ ଯାଞ୍ଚ, ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ, ଭଦ୍ରକ
ଶୀର୍ଷକ | ବିବରଣୀ | ଆରମ୍ଭ ତାରିଖ | ଶେଷ ତାରିଖ | ଫାଇଲ |
---|---|---|---|---|
କନିଷ୍ଠ କିରାଣି ପାଇଁ ଦସ୍ତାବିଜ ଯାଞ୍ଚ, ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଳୟ, ଭଦ୍ରକ | ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଓଡିଶା କର୍ମଚାରି ଚୟନ ଆୟୋଗ ଦ୍ଵାରା କନିଷ୍ଠ କିରାଣି ପଦବୀ ପାଇଁ ହୋଇଥିବା ଲିଖିତ ପରୀକ୍ଷା ରେ ଉତ୍ତୀର୍ଣ୍ଣ ପ୍ରାର୍ଥୀ ମାନଙ୍କୁ ଜଣାଇ ଦିଆଯାଉଅଛି କି ଆସନ୍ତା ଜୁଲାଇ ୨ ତାରିଖ ୨୦୧୮ ପୂର୍ବାହ୍ନ ୧୦ ଘଟିକା ରେ ସମସ୍ତ ଦସ୍ତାବିଜ ର ମୂଳ ପ୍ରମାଣପତ୍ର ଜିଲ୍ଲାପାଳ ଭଦ୍ରକ ଙ୍କ କାର୍ଯ୍ୟ।ଳୟ ରେ ଯାଞ୍ଚ କରାଇନେବେ। |
27/06/2018 | 02/07/2018 | ଦେଖନ୍ତୁ (44 KB) |