ବନ୍ଦ କରନ୍ତୁ

ସ୍ଥାନୀୟ

ବୈତରଣୀ ନଦୀ କୂଳରେ ମା' ଧମାରାଇଙ୍କ ମନ୍ଦିର, ଧାମରା

ମା’ ଧାମରାଇ

ପ୍ରକାଶିତ ହୋଇଛି: 24/04/2018

ଧାମରା ନଦୀର ମୁହାଣରେ, ବଙ୍ଗୋପସାଗରରେ ମିଳନ ସ୍ଥଳରେ ମା’ ଧାମରାଇଙ୍କ ମନ୍ଦିର ଅବସ୍ଥିତ । ଜିଲ୍ଲା ମୁଖ୍ୟାଳୟ ଭଦ୍ରକ ଠାରୁ ପୂର୍ବଦିଗରେ ୬୦ କିମି ଦୂରତାରେ ଏହି ମନ୍ଦିର ରହିଛି । ଏହି ମନ୍ଦିରର ପଶ୍ଚିମରେ ଚାନ୍ଦବାଲି, ଉତ୍ତରରେ ବାସୁଦେବପୁର, ଦକ୍ଷିଣରେ କାଳିଭଞ୍ଜଡିହ ଏବଂ ପୂର୍ବରେ ବଙ୍ଗୋପସାଗର ରହିଛି । ଏହି ମନ୍ଦିର ଏବଂ ମା’ ଙ୍କ ବିଗ୍ରହ ସମ୍ପର୍କରେ ଅନେକ କିମ୍ବଦନ୍ତୀ ଓ ଜନଶୃତି ରହିଛି, ତନ୍ମଧ୍ୟରୁ ଏକ ଐତିହାସିକ କିମ୍ବଦନ୍ତୀ ଅନୁସାରେ, ଧନେଶ୍ୱର ନାମକ […]

ଅଧିକ