ବନ୍ଦ କରନ୍ତୁ

ରାଷ୍ଟ୍ରୀୟ

ବୀରାଞ୍ଚି ନାରାୟଣଙ୍କ ମୂର୍ତୀ (ସୂର୍ୟ ଦେବ) ପାଳିଆ

ଶ୍ରୀ ବିରଞ୍ଚିନାରାୟଣ

ପ୍ରକାଶିତ ହୋଇଛି: 23/04/2018

ଭଦ୍ରକ ସହର ଠାରୁ ୧୫ କିମି ଦକ୍ଷିଣରେ, ଚାନ୍ଦବାଲି ଯିବାରାସ୍ତାରେ ପାଳିଆ ଗ୍ରାମରେ ବିରଞ୍ଚିନାରାୟଣ ମନ୍ଦିର ଅବସ୍ଥିତ । ଏହି ମନ୍ଦିର ରାଜ୍ୟ ତଥା ଦେଶର ପର୍ଯ୍ୟଟନ ମାନଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଅଛି । ବର୍ତ୍ତମାନ ଏହା ଓଡିଶାରେ ସୂର୍ଯ୍ୟ ଉପାସନାର ପ୍ରତୀକ ସ୍ୱରୁପ କିମ୍ୱଦନ୍ତୀ ପାଲଟିଛି । ଆଲୋକ ଓ ଔଜଲ୍ୟର ଦେବତା ସୂର୍ଯ୍ୟଙ୍କର ଅନ୍ୟନାମ ହେଉଛି ବିରଞ୍ଚି ନାରାୟଣ, ବର୍ତ୍ତମାନ ମନ୍ଦିରରେ ସୂର୍ଯ୍ୟଭଗବାନଙ୍କର ଚୌମୁଖି ବିଗ୍ରହ ସ୍ଥାପିତ ହୋଇଛି । ଏକ […]

ଅଧିକ
ଶହିଦ ସ୍ମୃତି ପୀଠ, ଇରମ

ଇରମ (ରକ୍ତତୀର୍ଥ)

ପ୍ରକାଶିତ ହୋଇଛି: 22/04/2018

ଭଦ୍ରକ ଜିଲ୍ଲାର ବାସୁଦେବପୁର ଠାରୁ ୧୬ କିମିଦୁରରେ ଏହି ତ୍ୟାଗଭୁମି ଅବସ୍ଥିତ, ଏହି ସ୍ଥାନର ପୂର୍ବ ପାର୍ଶ୍ୱରେ ବଙ୍ଗୋପସାଗର ଥିବା ବେଳେ, ଅନ୍ୟ ଦୁଇପାର୍ଶ୍ୱରେ ଗମେଇଁ ଓ କାଂସବାଂଶ ନଦୀ ରହିଛି । ପ୍ରାକୃତିକ ସୁରକ୍ଷା କବଚ ମଧ୍ୟରେ ଥିବାରୁ ଏହା ସ୍ୱାଧିନତା ସଂଗ୍ରାମୀ ମାନଙ୍କର ସୁରକ୍ଷିତ ଆଶ୍ରୟସ୍ଥଳୀ ପାଲଟିଥିଲା । ଏହି ପ୍ରାକୃତିକ ପ୍ରାଚୀର ଥିବା ଦୃଷ୍ଟିରୁ ପୋଲିସ କିମ୍ୱା ପ୍ରଶାସନିକ ଅଧିକାରୀ ସହଜରେ ଏହି ଅଞ୍ଚଳରେ ପ୍ରବେଶ କରିପାରୁନଥିଲେ । ଅଧିକନ୍ତୁ ସେଠାରେ ଏକ […]

ଅଧିକ
ଜାତୀୟ ଉଦ୍ୟାନର ପ୍ରବେଶ ପଥ

ଭିତରକନିକା ଜାତୀୟ ପ୍ରାଣୀ ଉଦ୍ୟାନକୁ ପ୍ରବେଶ ଦ୍ଵାର

ପ୍ରକାଶିତ ହୋଇଛି: 22/04/2018

ଭଞ୍ଜ ରାଜବଂଶ ଦ୍ଵାରା ତ୍ରୟୋଦଶ ଶତାବ୍ଦୀରୁ ଶାସିତ ପ୍ରାଚୀନ କନିକା ରାଜ୍ୟର ରିଘାଗଡ ଓ କଳଦ୍ଵୀପଗଡ ମଧ୍ୟସ୍ଥ ୧୪୫ ବର୍ଗମାଇଲି ପରିମିତ ସାମୁଦ୍ରିକ ଲୁଣା ଜଙ୍ଗଲକୁ ଭିତରକନିକା ଜଙ୍ଗଲ ବୋଲି କୁହାଯାଏ । ଏହା ୮୬ °୪୫’ ଠାରୁ ୮୭°୦୩’ ପୂର୍ବ ଅକ୍ଷାଂଶ ଓ ୨୦°୩୦’ ଠାରୁ ୨୦°୪୮’ ଉତ୍ତର ଦ୍ରାଘିମା ମଧ୍ୟରେ ଅବସ୍ଥିତ ହୋଇଅଛି । ଏହା ୧୯୫୭ ରେ ଆଠଗଡ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରଯାଇଥିଲା । ତେବେ ଭାରତୀୟ ଜଙ୍ଗଲ ସଂରକ୍ଷଣ ଆଇନ […]

ଅଧିକ