ବାବା ଆଖଣ୍ଡଳମଣୀ
ପ୍ରକାଶିତ ହୋଇଛି: 26/04/2018ବୈତରଣୀ ନନ୍ଦୀ କୂଳରେ ବାବା ଆଖଣ୍ଡଳମଣୀଙ୍କ ପୀଠ ଆରଡି ଗ୍ରାମରେ ବିରାଜମାନ। ଜନଶୃତି ଓ କିମ୍ୱଦନ୍ତୀ ଅନୁସାରେ ଏହି ପୀଠର ଇତିହାସ ଓ ପ୍ରସିଦ୍ଧି ଏହାକୁ ଭଦ୍ରକ ଜିଲ୍ଲାର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି । ଲୋକମୁଖରେ ପ୍ରଚଳିତ କାହାଣୀ ଅନୁସାରେ ରାଜା ନିଳାଦ୍ରୀ ସମର ସିଂହ ସହାପାତ୍ରଙ୍କୁ ସ୍ୱପ୍ନାଦେଶ ହେଲା ଯେ ମାଟିତଳେ କଳା ମୁଗୁନି ପଥରର ଏକ ବିଗ୍ରହ ପୋତି ହୋଇରହିଅଛି । ଏଣୁ ପ୍ରାୟ ୩୫୦ବର୍ଷତଳେ ସେ ସେହି ସ୍ଥାନରେ […]
ଅଧିକମା’ ଭଦ୍ରକାଳୀ
ପ୍ରକାଶିତ ହୋଇଛି: 25/04/2018ଭଦ୍ରକ ସହର ଉପକଣ୍ଠରେ ଥିବା ଆହାରପଦା ଗ୍ରାମରେ ସାଳନ୍ଦୀ ନନ୍ଦୀ କୂଳରେ ପୁଜା ପାଉଛନ୍ତି ମା’ ଭଦ୍ରକାଳୀ । ଭଦ୍ରକ ସହର ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ଏହାର ଦୂରତା ପ୍ରାୟ ୫ କିମି, ଏଠାରେ ପହଞ୍ଚିବାକୁ ହେଲେ କଚେରୀ ଛକ ଠାରୁ ଦକ୍ଷିଣ-ପଶ୍ଚିମ ଦିଗରେ ସନ୍ଥିଆ ଏବଂ ଉତ୍ତରବାହିନୀ ହୋଇ ଯିବାକୁ ପଡେ । ଲୋକମୁଖରେ ପ୍ରଚଳିତ ଜନଶୃତି ଅନୁସାରେ ଭଦ୍ରକ ସହରର ନାମ ମଧ୍ୟ ଏହି ମା’ଭଦ୍ରକାଳୀଙ୍କ ନାମନୁସାରେ ହୋଇଅଛି , ଦେବୀ ମାଙ୍କର […]
ଅଧିକ