ଶିବ ବିବାହ ମହୋତ୍ସବ ଆମନ୍ତ୍ରଣ : ଶ୍ରୀ ବାବା ଆଖଣ୍ଡଳମଣି , ଆରଡି
17/06/2018 - 17/06/2018
ଆରଡି
ଶିବ ବିବାହ ମହୋତ୍ସବ
ଶ୍ରୀ ଶ୍ରୀ ବାବା ଆଖଣ୍ଡଳମଣି, ଆରଡି ଠାରେ ଶିବ ବିବାହ ମହୋତ୍ସବ ଆଗାମୀ ଜୁନ ୧୭,୨୦୧୮(ରବିବାର) ରେ ଅନୁଷ୍ଠିତ ହେବାକୁ ଯାଉଅଛି। ଏହି ପବିତ୍ର କାର୍ଯ୍ୟରେ ସମ୍ମିଳିତ ହୋଇ ବାବା ଆଖଣ୍ଡଳମଣୀ ଓ ମା ପାର୍ବତୀ ଙ୍କର ଆଶୀର୍ବାଦ ଲାଭ ଭିକ୍ଷା କରିବା ହେବେ।