ବନ୍ଦ କରନ୍ତୁ

ସୂଚନା ଅଧିକାର

ସୂଚନା ଅଧିକାର ଆଇନ ପ୍ରତ୍ୟେକ ନାଗରିକଙ୍କୁ ସେମାନେ ଜାଣିବାକୁ ଚାହୁଁଥିବା ସୂଚନା ବିବରଣୀ ନେବା, ଦସ୍ତାବିଜ ବା ଅଭିଲେଖର ଉର୍ଦ୍ଧୃତାଂଶ କିମ୍ବା ପ୍ରାମାଣିକ ନକଲ ନେବା ପାଇଁ କ୍ଷମତା ଅର୍ପଣ କରିଛି । “ଆର.ଟି.ଆଇ” ସୂଚନା ଅଧିକାରକୁ ବୁଝାଏ ଏବଂ ଏହା ସମ୍ବିଧାନର ୧୯(୧) ଅନୁଚ୍ଛେଦ ଅନୁସାରେ ବ୍ୟକ୍ତିକୁ ମୌଳିକ ଅଧିକାର ପ୍ରଦାନ କରିଛି । ଅନୁଚ୍ଛେଦ ୧୯ (୧) ଅନୁସାରେ ପ୍ରତ୍ୟେକ ନାଗରିକଙ୍କୁ ବାକ ସ୍ଵାଧୀନତା , ସ୍ଵାଧୀନ ଭାବେ ଅଭିବ୍ୟକ୍ତ ସହ ସରକାରଙ୍କ କାର୍ଯ୍ୟଧାରା ଓ ଭୂମିକା ସମ୍ପର୍କରେ ଜାଣିବାର ଅଧିକାର ରହିଛି ।

ସୁଚନା ଅଧିକାର ବିଷୟରେ ଜାଣିବା ପାଇଁ

ବିଶେଷ ଭାବେ ଜାଣିବା ପାଇଁ ଅନଲାଇନ ସେବା କୁ ବ୍ୟବହାର କରନ୍ତୁ …ଏହି ଠାରେ କ୍ଲିକ କରନ୍ତୁ