ଆରକ୍ଷୀ କେନ୍ଦ୍ର(ପୁଲିସ ଥାନା)
ଭଦ୍ରକ ଜିଲ୍ଲାର ଆରକ୍ଷୀ ବ୍ୟବସ୍ଥା ଆରକ୍ଷୀ ମହାନିର୍ଦ୍ଦେଶକ, ପୂର୍ବାଞ୍ଚଳ, ବାଲେଶ୍ୱରଙ୍କ ଅଧିନରେ କାର୍ଯ୍ୟ କରିଥାଏ, ଏହି ଜିଲ୍ଲାରେ ସମୁଦାୟ ୧୭ ଟି ଆରକ୍ଷୀ କେନ୍ଦ୍ର(ପୁଲିସ ଥାନା) କାର୍ଯ୍ୟକରୁଅଛୁ । ଯାହାର ବିବରଣୀ ନିମ୍ନରେ ପ୍ରଦତ୍ତ ହେଲା ।
କ୍ରମିକ ସଂଖ୍ୟା | ଆରକ୍ଷୀ କେନ୍ଦ୍ର(ପୁଲିସ ଥାନା) ର ନାମ |
---|---|
୦୧ | ଆଗରପଡା ଆରକ୍ଷୀ କେନ୍ଦ୍ର |
୦୨ | ବଂଶଡା ଆରକ୍ଷୀ କେନ୍ଦ୍ର |
୦୩ | ବାସୁଦେବପୁର ଆରକ୍ଷୀ କେନ୍ଦ୍ର |
୦୪ | ଭଦ୍ରକ ଗ୍ରାମାଞ୍ଚଳ ଆରକ୍ଷୀ କେନ୍ଦ୍ର |
୦୫ | ଭଦ୍ରକ ସହରଞ୍ଚଳ ଆରକ୍ଷୀ କେନ୍ଦ୍ର |
୦୬ | ଭଣ୍ଡାରିପୋଖରୀ ଆରକ୍ଷୀ କେନ୍ଦ୍ର |
୦୭ | ବନ୍ତ ଆରକ୍ଷୀ କେନ୍ଦ୍ର |
୦୮ | ଚାନ୍ଦବାଲି ଆରକ୍ଷୀ କେନ୍ଦ୍ର |
୦୯ | ଚୁଡାମଣୀ ସାମୁଦ୍ରିକ ଆରକ୍ଷୀ କେନ୍ଦ୍ର |
୧୦ | ଧାମନଗର ଆରକ୍ଷୀ କେନ୍ଦ୍ର |
୧୧ | ଧୁଷୁରୀ ଆରକ୍ଷୀ କେନ୍ଦ୍ର |
୧୨ | ଭଦ୍ରକ ବିଦ୍ୟୁତ୍ ଶକ୍ତି ଆରକ୍ଷୀ କେନ୍ଦ୍ର |
୧୩ | କସିଆ ସାମୁଦ୍ରିକ ଆରକ୍ଷୀ କେନ୍ଦ୍ର |
୧୪ | ଧାମରା ସାମୁଦ୍ରିକ ଆରକ୍ଷୀ କେନ୍ଦ୍ର |
୧୫ | ନାୟକାଣୀଡିହ ଆରକ୍ଷୀ କେନ୍ଦ୍ର |
୧୬ | ପୁରୁଣାବଜାର ଆରକ୍ଷୀ କେନ୍ଦ୍ର |
୧୭ | ତିହିଡି ଆରକ୍ଷୀ କେନ୍ଦ୍ର |
୧୮ | ଧାମରା ଆରକ୍ଷୀ କେନ୍ଦ୍ର |