ଶିକ୍ଷା
ଉପକ୍ରମ
ଜିଲ୍ଲା ମଧ୍ୟରେ ସାର୍ବଜନୀନ ପ୍ରାଥମିକ ଶିକ୍ଷ୍ୟା ବ୍ୟବସ୍ତା ର ଉର୍ନତି ପାଇଁ ସର୍ବଶିକ୍ଷା ଅଭିଯାନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଅଛି । ଦେଶ ମଧ୍ୟରେ ପ୍ରାଥମିକ ଶିକ୍ଷ୍ୟା ର ଗୁଣବତ୍ତା ଏହାର ଗୁରୁ ଦାଇତ୍ଵ । ସର୍ବଶିକ୍ଷା ଅଭିଯାନ ପିଲାମାନଙ୍କର ମାନବିକ ଓ ସାମାଜିକ ମୂଲ୍ୟ ବୋଧର ଉନ୍ନତି ପାଇଁ ଗୁଣବତା ଶିକ୍ଷା ବ୍ୟବସ୍ତାରେ ଏକ କ୍ରାନ୍ତି କାରି ପଦକ୍ଷେପ ଗ୍ରହଣ କରିଅଛି।