ବନ୍ଦ କରନ୍ତୁ

ଲୋକ ସୂଚନା ଅଧିକାରୀ

ଭଦ୍ରକ ଜିଲ୍ଲାର ଲୋକ ସମ୍ପର୍କ ଅଧିକାରୀଙ୍କ ସୂଚନା
କ୍ରମିକ ସଂଖ୍ୟା କାର୍ଯ୍ୟାଳୟ ର ନାମ ଲୋକ ସମ୍ପର୍କ ଅଧିକାରୀଙ୍କ ନାମ ଓ ପଦବୀ
୦୧ ଉପ-ନିବନ୍ଧକ, ଭଣ୍ଡାରିପୋଖରୀ ମିର ନୁର ମହମ୍ମଦ, ମୂଖ୍ୟ କିରାଣୀ
୦୨ ଉପ-ନିବନ୍ଧକ, ତିହିଡି ଶ୍ରୀ ପ୍ରକାଶ କୁମାର ଦାସ, ମୂଖ୍ୟ କିରାଣୀ
୦୩ ଉପ-ନିବନ୍ଧକ, ଧାମନଗର ଶ୍ରୀ ହିମାଂଶୁ ଶେଖର ସେନାପତି
୦୪ ଉପ-ନିବନ୍ଧକ, ଚାନ୍ଦବାଲି ଶ୍ରୀ କମଳ କୁମାର ସାହୁ
୦୫ ଉପ-ନିବନ୍ଧକ, ବାସୁଦେବପୁର ଶ୍ରୀ ବସନ୍ତ କୁମାର ପାଣି
୦୬ ଉପ-ନିବନ୍ଧକ, ବନ୍ତ ଦେବବ୍ରତ ଦାସ
୦୭ ମଣ୍ଡଳ ଉନ୍ନୟନ ଅଧିକାରୀ, ତିହିଡି ଶ୍ରୀ ଜ୍ଞାନେନ୍ଦ୍ର କୁମାର ସାମଲ, ମଣ୍ଡଳ ସଂପ୍ରସାରଣ ଅଧିକାରୀ
୦୮ ମଣ୍ଡଳ ଉନ୍ନୟନ ଅଧିକାରୀ, ଧାମନଗର ଶ୍ରୀ ସୁରେଶ କୁମାର ଶତପଥୀ, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ
୦୯ ମଣ୍ଡଳ ଉନ୍ନୟନ ଅଧିକାରୀ, ଚାନ୍ଦବାଲି ଶ୍ରୀ ଅକ୍ଷୟ କୁମାର ସ୍ୱାଇଁ
୧୦ ତହସିଲ କାର୍ଯ୍ୟାଳୟ, ଭଣ୍ଡାରିପୋଖରୀ ଶ୍ରୀ ପ୍ରଦୀପ କୁମାର ମହାପାତ୍ର
୧୧ ତହସିଲ କାର୍ଯ୍ୟାଳୟ, ବାସୁଦେବପୁର ଶ୍ରୀ କରୁଣାକର ଧିନ୍ଦା, ଅତିରିକ୍ତ ତହସିଲଦାର
୧୨ ତହସିଲ କାର୍ଯ୍ୟାଳୟ, ଧାମନଗର ଶ୍ରୀ ହୃଷିକେଶ ଦାସ, ମୂଖ୍ୟ କିରାଣୀ
୧୩ ତହସିଲ କାର୍ଯ୍ୟାଳୟ, ଭଦ୍ରକ ଶ୍ରୀ ଗଦାଧର ଧଳ, ଅତିରିକ୍ତ ତହସିଲଦାର
୧୪ ତହସିଲ କାର୍ଯ୍ୟାଳୟ, ତିହିଡି ଶ୍ରୀ ମନୋଜ କୁମାର ଦାସ, ମୂଖ୍ୟ କିରାଣୀ
୧୫ ତହସିଲ କାର୍ଯ୍ୟାଳୟ, ଚାନ୍ଦବାଲି ଶ୍ରୀ ଖଗେନ୍ଦ୍ର ମଢେଇ, ମୂଖ୍ୟ କିରାଣୀ
୧୬ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ,ଭଦ୍ରକ ଶ୍ରୀ ତପନ କୁମାର ସ୍ୱାଇଁ, କନିଷ୍ଟ କିରାଣୀ
୧୭ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଭଦ୍ରକ ଶ୍ରୀ ଶାନ୍ତିରାମ ହେମ୍ୱ୍ରମ
୧୮ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଭଦ୍ରକ ଶ୍ରୀ ସୌମ୍ୟଶ୍ରୀ ପାଣିଗ୍ରାହି
 ୧୯ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଶ୍ରୀ ନଗେନ୍ଦ୍ର ପ୍ରସାଦ ପଟ୍ଟନାୟକ
୨୦ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଶ୍ରୀ ଲଳିତ ମୋହନ ମହାନ୍ତି
୨୧ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଶ୍ରୀ ମୁରଲୀଧର ନାୟକ , AHVPHO
୨୨ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଶ୍ରୀ ଏସ୍.କେ ଜେନା
୨୩ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଗୋଲକ ଚନ୍ଦ୍ର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ
୨୪ ଜିଲ୍ଲା କର୍ମ ନିୟୋଜନ କାର୍ଯ୍ୟାଳୟ ଶ୍ରୀ ପ୍ରଶାନ୍ତ କୁମାର ଭୋଇ, ଜିଲ୍ଲା କର୍ମ ନିୟୋଜନ ଅଧିକାରୀ
୨୫ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ଗୋଲକ ଚନ୍ଦ୍ର ବେହେରା, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ
୨୬ ମୁନିସପାଲଟି କାର୍ଯ୍ୟାଳୟ ପରେଶ ସାମଲ, ଆକାଉଣ୍ଟାଟ
୨୭ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ଶ୍ରୀ ମାଧବାନନ୍ଦ ବେହେରା, ମୂଖ୍ୟ କିରାଣୀ
୨୮ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଶ୍ରୀ ସନ୍ତୋଷ ଦାସ, ଅତିରିକ୍ତ ଯୋଗାଣ ଅଧିକାରୀ
୨୯ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ଶ୍ରୀ ବସନ୍ତ କୁମାର ରଥ, ଜିଲ୍ଲା ମଙ୍ଗଳ ଅଧିକାରୀ
୩୦ ଜିଲ୍ଲା ଶିଳ୍ପ କେନ୍ଦ୍ର ଶ୍ରୀ ଅଭୟ କୁମାର ନାୟକ, ସାଧାରଣ ପରିଚାଳକ
୩୧ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଶ୍ରୀ ଗୋଲକ ଚନ୍ଦ୍ର ବେହେରା, ପର୍ଯ୍ୟଟନ ଅଧିକାରୀ
୩୨ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ଶ୍ରୀ ଗୌରାଙ୍ଗ ଚରଣ ପ୍ରଧାନ, ମୂଖ୍ୟ କିରାଣୀ
୩୩ ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ଶ୍ରୀ ସୌମ୍ୟଶ୍ରୀ ପାଣିଗ୍ରାହି, ଜିଲ୍ଲା ପଞ୍ଚାୟତ ଅଧିକାରୀ
୩୪ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ଶ୍ରୀମତୀ ଆଶାଲତା ମହାନ୍ତି, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ
୩୫ ଉପ-ନିବନ୍ଧକ,କାର୍ଯ୍ୟାଳୟ ଧୂଷୁରି ଶ୍ରୀ ଅଜିତ କୁମାର ଦାସ, ବଡବାବୁ
୩୬ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଶ୍ରୀ ସୁବ୍ରତ କୁମାର ଦାସ, ସାମାଜିକ କର୍ମୀ