ବନ୍ଦ କରନ୍ତୁ

ଆରକ୍ଷୀ କେନ୍ଦ୍ର(ପୁଲିସ ଥାନା)

ଭଦ୍ରକ ଜିଲ୍ଲାର ଆରକ୍ଷୀ ବ୍ୟବସ୍ଥା ଆରକ୍ଷୀ ମହାନିର୍ଦ୍ଦେଶକ, ପୂର୍ବାଞ୍ଚଳ, ବାଲେଶ୍ୱରଙ୍କ ଅଧିନରେ କାର୍ଯ୍ୟ କରିଥାଏ, ଏହି ଜିଲ୍ଲାରେ ସମୁଦାୟ ୧୭ ଟି ଆରକ୍ଷୀ କେନ୍ଦ୍ର(ପୁଲିସ ଥାନା) କାର୍ଯ୍ୟକରୁଅଛୁ । ଯାହାର ବିବରଣୀ ନିମ୍ନରେ ପ୍ରଦତ୍ତ ହେଲା ।

ଭଦ୍ରକ ଜିଲ୍ଲାର ଆରକ୍ଷୀ କେନ୍ଦ୍ର(ପୁଲିସ ଥାନା) ସମୂହ
କ୍ରମିକ ସଂଖ୍ୟା ଆରକ୍ଷୀ କେନ୍ଦ୍ର(ପୁଲିସ ଥାନା) ର ନାମ
୦୧ ଆଗରପଡା ଆରକ୍ଷୀ କେନ୍ଦ୍ର
୦୨ ବଂଶଡା ଆରକ୍ଷୀ କେନ୍ଦ୍ର
୦୩ ବାସୁଦେବପୁର ଆରକ୍ଷୀ କେନ୍ଦ୍ର
୦୪ ଭଦ୍ରକ ଗ୍ରାମାଞ୍ଚଳ ଆରକ୍ଷୀ କେନ୍ଦ୍ର
୦୫ ଭଦ୍ରକ ସହରଞ୍ଚଳ ଆରକ୍ଷୀ କେନ୍ଦ୍ର
୦୬ ଭଣ୍ଡାରିପୋଖରୀ ଆରକ୍ଷୀ କେନ୍ଦ୍ର
୦୭ ବନ୍ତ ଆରକ୍ଷୀ କେନ୍ଦ୍ର
୦୮ ଚାନ୍ଦବାଲି ଆରକ୍ଷୀ କେନ୍ଦ୍ର
୦୯ ଚୁଡାମଣୀ ସାମୁଦ୍ରିକ ଆରକ୍ଷୀ କେନ୍ଦ୍ର
୧୦ ଧାମନଗର ଆରକ୍ଷୀ କେନ୍ଦ୍ର
୧୧ ଧୁଷୁରୀ ଆରକ୍ଷୀ କେନ୍ଦ୍ର
୧୨ ଭଦ୍ରକ ବିଦ୍ୟୁତ୍ ଶକ୍ତି ଆରକ୍ଷୀ କେନ୍ଦ୍ର
୧୩ କସିଆ ସାମୁଦ୍ରିକ ଆରକ୍ଷୀ କେନ୍ଦ୍ର
୧୪ ଧାମରା ସାମୁଦ୍ରିକ ଆରକ୍ଷୀ କେନ୍ଦ୍ର
୧୫ ନାୟକାଣୀଡିହ ଆରକ୍ଷୀ କେନ୍ଦ୍ର
୧୬ ପୁରୁଣାବଜାର ଆରକ୍ଷୀ କେନ୍ଦ୍ର
୧୭ ତିହିଡି ଆରକ୍ଷୀ କେନ୍ଦ୍ର
୧୮ ଧାମରା ଆରକ୍ଷୀ କେନ୍ଦ୍ର