ବନ୍ଦ କରନ୍ତୁ

ଜନସଂଖ୍ୟା

ଭଦ୍ରକ ଜିଲ୍ଲାର 2011 ଜନଗଣନା ଆଧାରରେ
କ୍ରମିକ ସଂଖ୍ୟା କ୍ଷେତ୍ରଫଳ / ସଂଖ୍ୟା
କ୍ଷେତ୍ରଫଳ  ୧୨୮୦୫ ବର୍ଗ. କି.ମି.
ମଣ୍ଡଳ  ୦୭
ପୌରାଞ୍ଚଳ  ୦୨
ଗ୍ରାମପଞ୍ଚାୟତ  ୨୧୮
ଉପଖଣ୍ଡ  ୦୧
ତହସିଲ ସଂଖ୍ୟା  ୦୭
ପୌରପରିଷଦ  ୦୨
ଗ୍ରାମ ସଂଖ୍ୟା  ୧୩୭୦

ଜିଲ୍ଲାର ଜନସଂଖ୍ୟା ବିବରଣୀ
ଜନସଂଖ୍ୟାର ଶ୍ରେଣୀ ବିଭାଗ  ଜନସଂଖ୍ୟା  ଶତକଡା ଭାଗ
ପୁରୁଷ ସଂଖ୍ୟା  ୭୬୦୨୬୦  ୫୦.୪୭
ମହିଳା ସଂଖ୍ୟା  ୭୪୬୦୭୭  ୪୯.୫୩
ଗ୍ରାମାଞ୍ଚଳ ଜନସଂଖ୍ୟା  ୧୩୨୦୪୯୯  ୮୭.୭
ସହରାଞ୍ଚଳ ଜନସଂଖ୍ୟା  ୧୮୫୮୩୮  ୧୨.୩
ଅନୁସୂଚିତ ଜାତି ଜନସଂଖ୍ୟା  ୩୩୪୮୯୬  ୨୨.୨
ଅନୁସୂଚିତ ଜାତି ଜନସଂଖ୍ୟା ( ପୁରୁଷ )  ୧୬୮୬୮୭  ୧୧.୧୯
ଅନୁସୂଚିତ ଜାତି ଜନସଂଖ୍ୟା ( ମହିଳା )  ୧୬୬୨୦୯  ୧୧.୦୩
ଅନୁସୂଚିତ ଜନ ଜାତି ଜନସଂଖ୍ୟା  ୩୦୪୨୮  ୨.୦୦
ଅନୁସୂଚିତ ଜନ ଜାତି ଜନସଂଖ୍ୟା ( ପୁରୁଷ )  ୧୫୩୬୧  ୧.୦
ଅନୁସୂଚିତ ଜନ ଜାତି ଜନସଂଖ୍ୟା ( ମହିଳା )  ୧୫୦୬୭  ୧.୦

ଜନସଂଖ୍ୟା ସାନ୍ଦ୍ରତା = ୬୦୧ ( ପ୍ରତି ବର୍ଗ କି. ମି. )
ସମୁଦାୟ ସ୍ଵାକ୍ଷର  ଜନସଂଖ୍ୟା =୮୨.୮ %
ସମୁଦାୟ ସ୍ଵାକ୍ଷର ଜନସଂଖ୍ୟା ( ପୁରୁଷ ) =୮୯.୬ %
ସମୁଦାୟ ସ୍ଵାକ୍ଷର ଜନସଂଖ୍ୟା ( ମହିଳା ) =୭୫.୮ %