ଗ୍ରାମ ଓ ଗ୍ରାମପଞ୍ଚାୟତ
ଭଦ୍ରକ ଜିଲ୍ଲାରେ ଗ୍ରାମ ଓ ଗ୍ରାମପଞ୍ଚାୟତ ଗୁଡିକର ବିବରଣୀ :-
ଭଦ୍ରକ ଜିଲ୍ଲା ସମୁଦାଯ ଗ୍ରାମପଞ୍ଚାୟତ ସଂଖ୍ୟା – ୨୧୮
ଭଦ୍ରକ ଜିଲ୍ଲାରେ ଥିବା ଜନବସତୀ ବିହୀନ ଗ୍ରାମ ସଂଖ୍ୟା – ୬୮
ଭଦ୍ରକ ଜିଲ୍ଲାରେ ଥିବା ଜନବସତୀ ଗ୍ରାମ ସଂଖ୍ୟା – ୧୩୦୨
ଭଦ୍ରକ ଜିଲ୍ଲାର ସମୁଦାୟ ଗ୍ରାମ ସଂଖ୍ୟା – ୧୩୭୦
ଭଦ୍ରକ ଜିଲ୍ଲା ର ଗ୍ରାମପଞ୍ଚାୟତ ଗୁଡିକର ବିବରଣୀ ଜାଣିବା ପାଇଁ ଡାଉନଲୋଡ କରନ୍ତୁ ( PDF 70 KB)