ଜିଲ୍ଲା ସମ୍ବନ୍ଧରେ

ପୂର୍ବ ଭାରତର ଓଡିଶା ପ୍ରଦେଶରେ ଏକ ଶାସକୀୟ ଜିଲ୍ଲା, ଭଦ୍ରକ, ଏହା ସଦର ମହକୁମା ସହର ଭଦ୍ରକ ଅନୁସାରେ ନାମିତ , ବାଲେଶ୍ୱର ଜିଲ୍ଲାରୁ ବିଚ୍ଛିନ୍ନ ହୋଇ ୦୧ ଅପ୍ରେଲ, ୧୯୯୩ ରେ ଏହା ଏକ ଜିଲ୍ଲା ହିସାବରେ ଅସ୍ତତ୍ୱକୁ ଆସିଲା. ଏହି ଜିଲ୍ଲାର ଏକ ଗୌରବମୟ କିମ୍ବଦନ୍ତି ଓ ଇତିହାସ ରହିଛି . ଏହି କିମ୍ବଦନ୍ତୀ ଅନୁସାରେ , ସାଳନ୍ଦୀ ନଦୀକୂଳରେ ପୂଜା ପାଉଥିବା ମା ଭଦ୍ରକାଳୀ ଙ୍କ ନାମ ଆଧାରରେ ଏହି ଜିଲ୍ଲାର ନାମ ଭଦ୍ରକ ହୋଇଛି .

ଅଧିକ ଦେଖନ୍ତୁ

ଜ୍ଞାନ ରଞ୍ଜନ ଦାସ
ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଜ୍ଞାନ ଦାସ , ଭା.ପ୍ର.ସେ.

ଫଟୋ ଗାଲେରୀ