ବନ୍ଦ କରନ୍ତୁ

ଜିଲ୍ଲା ସମ୍ବନ୍ଧରେ

ପୂର୍ବ ଭାରତର ଓଡିଶା ପ୍ରଦେଶରେ ଏକ ଶାସକୀୟ ଜିଲ୍ଲା, ଭଦ୍ରକ, ଏହା ସଦର ମହକୁମା ସହର ଭଦ୍ରକ ଅନୁସାରେ ନାମିତ , ବାଲେଶ୍ୱର ଜିଲ୍ଲାରୁ ବିଚ୍ଛିନ୍ନ ହୋଇ ୦୧ ଅପ୍ରେଲ, ୧୯୯୩ ରେ ଏହା ଏକ ଜିଲ୍ଲା ହିସାବରେ ଅସ୍ତତ୍ୱକୁ ଆସିଲା. ଏହି ଜିଲ୍ଲାର ଏକ ଗୌରବମୟ କିମ୍ବଦନ୍ତି ଓ ଇତିହାସ ରହିଛି . ଏହି କିମ୍ବଦନ୍ତୀ ଅନୁସାରେ , ସାଳନ୍ଦୀ ନଦୀକୂଳରେ ପୂଜା ପାଉଥିବା ମା ଭଦ୍ରକାଳୀ ଙ୍କ ନାମ ଆଧାରରେ ଏହି ଜିଲ୍ଲାର ନାମ ଭଦ୍ରକ ହୋଇଛି .

ଅଧିକ ଦେଖନ୍ତୁ

ଏକ ନଜରରେ ଜିଲ୍ଲା

  • କ୍ଷେତ୍ରଫଳ: ୨୫୦୫ ବର୍ଗ କିମି.
  • ଜନସଂଖ୍ୟା: ୧୫୦୬୩୩୭
  • ଭାଷା: ଓଡ଼ିଆ
  • ଗ୍ରାମଗୁଡିକ: ୧୩୭୦
  • ପୁରୁଷ: ୭୬୦୨୬୦
  • ମହିଳା:୭୪୬୦୭୭
Siddeshwar Baliram Bondar
ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦାର , ଭା.ପ୍ର.ସେ.
Varun Guntupalli IPS
ଆରକ୍ଷୀ ଅଧୀକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲି , ଭା.ପୋ.ସେ.